ଜୀବନ ତତ୍ତ୍ବ କହେ କାଳର ଗତି ପଥରେ ଯାଉ ଯାଉ ଯାହା ପ୍ରାରବ୍ଧ ଭୋଗିବାର ଥିବ, ତାହାକୁ ପ୍ରାଣୀ ଭୋଗ କରିବ । କ୍ଳେଶ, ବ୍ୟାଧି, ଦୁଃଖ, ଶୋକ, ଆପଦ, ବିପଦ ସବୁ ଜୀବନ ପୃଷ୍ଠାର ଗୋଟିଏ ଗୋଟିଏ ପ୍ରବନ୍ଧ । ମାୟା ବିଜଦିତ ଶରୀର ଓ ମନର ମଣିଷ ଅଜ୍ଞାନତ। ବଶତଃ ସେ ସବୁକୁ ବୁଝିପାରେନି । ଜୀବନଟା କେବଳ ରଂଗିନମୟ ବୋଲି ସେ ମନେ କରିଥାଏ । ପଢନ୍ତୁ ପ୍ରଶାନ୍ତି ମିଶ୍ରଂକ ଗଳ୍ପ "ଯାହା ହେବାର ଥାଏ " http://www.ameodia.com/?p=3663
Tuesday, August 28, 2012
Odis Story JAHA HEBARA THAE by Prashanti Mishra
ଜୀବନ ତତ୍ତ୍ବ କହେ କାଳର ଗତି ପଥରେ ଯାଉ ଯାଉ ଯାହା ପ୍ରାରବ୍ଧ ଭୋଗିବାର ଥିବ, ତାହାକୁ ପ୍ରାଣୀ ଭୋଗ କରିବ । କ୍ଳେଶ, ବ୍ୟାଧି, ଦୁଃଖ, ଶୋକ, ଆପଦ, ବିପଦ ସବୁ ଜୀବନ ପୃଷ୍ଠାର ଗୋଟିଏ ଗୋଟିଏ ପ୍ରବନ୍ଧ । ମାୟା ବିଜଦିତ ଶରୀର ଓ ମନର ମଣିଷ ଅଜ୍ଞାନତ। ବଶତଃ ସେ ସବୁକୁ ବୁଝିପାରେନି । ଜୀବନଟା କେବଳ ରଂଗିନମୟ ବୋଲି ସେ ମନେ କରିଥାଏ । ପଢନ୍ତୁ ପ୍ରଶାନ୍ତି ମିଶ୍ରଂକ ଗଳ୍ପ "ଯାହା ହେବାର ଥାଏ " http://www.ameodia.com/?p=3663
Subscribe to:
Post Comments (Atom)
No comments:
Post a Comment