ଭାରତୀୟ ସଂସଦରେ ଅଧିକ ବର୍ଷ ଧରି ବସିରହିବାର ସୁଯୋଗ କଂଗ୍ରେସ୍ ଦଳ କୁ ମିଳିଛି । ଭାରତରେ ଏ ଅବସ୍ଥା ଲାଗି ମୁଖ୍ୟତଃ କଂଗ୍ରେସ୍ ହିଁ ଦାୟୀ ଅଟେ । ବିଦେଶୀ କଂପାନୀକୁ ଭାରତରେ ବ୍ୟବସାୟ କରିବାର ମୂଳଦୁଆ ଭରଷ୍ଟାଚାରର ମୂଳଦୁଆ ପକାଇଛି ଓ ସାଧାରଣ ଜନତାଂକୁ ତଳିତଳାଂତ କରିବାର ପରମ୍ପରା ସର୍ବ ପ୍ରଥମେ କଂଗ୍ରେସ ଆରମ୍ଭ କରିଛି । କିପରି କରିଛି ଜାଣିବା ଲାଗି ପଢନ୍ତୁ ସମ୍ପାଦକୀୟ ଲେଖା "ସଂସଦ ସବୁରି ଉପରେ ।" http://www.ameodia.com/?p=3667
Subscribe to:
Post Comments (Atom)
No comments:
Post a Comment