Wednesday, September 5, 2012

Odia Prose "Smart Santaanamaananka Samparkare" by Niranjana Padhi


ଯଦି ଏ ଧାରା ଏଇ ରୀତିରେ ବଳବତ୍ତର ରହେ, ତେବେ ଆଧୁନିକତାରେ ଆକ୍ରାନ୍ତ ସମାଜର ଚିତ୍ର ସମ୍ପୂର୍ଣ୍ଣ ବଦଲିଜିବକୁ ବେଶୀ ବିଳମ୍ବ ଲାଗିବ ନାହିଁ । ଏକ ସୁସ୍ଥ, ସୁନ୍ଦର ଭବିଷ୍ୟତ ଗଢିବାର ଦୁର୍ବାର ଆକର୍ଷଣ ମଧ୍ୟରେ ଆଚାର୍, ସଂସ୍କାର, ଚରିତ୍ର ଓ ଆଦର୍ଶ ଆଦି ଦୁର୍ବଳ ଶବ୍ଦଗୁଡିକ ସେମ।ନଂକର ସ୍ଥିତି ହରାଇ ବସିବେ ଏବଂ ତାପରେ ... ? ନିଜର ସ୍ମାର୍ଟ ସନ୍ତାନମାନେ ଭବିଷ୍ୟତରେ ରାମ ହେବେ କି ରାବଣ ହେବେ, ସମାଜର ବୋଝ ଉଠାଇବେ କି ନିଜେ ସମାଜ ଉପରେ ବୋଝ ହୋଇ ପଡିବେ, ସେ କଥା ସେମାନଂକ ପିତାମାତାଂକୁ କେବଳ ସମୟ ହିଁ କହିବ । ପଢନ୍ତୁ ନିରଂଜନ ପାଢୀଂକ ପ୍ରବନ୍ଧ " ସ୍ମାର୍ଟ ସନ୍ତାନମାନଂକ ସମ୍ପର୍କରେ " http://www.ameodia.com/?p=3710

Posted via email from Oriya Magazine

No comments:

Post a Comment