
ସରକାରୀ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ , ବେଦାନ୍ତ ଭଳି ମୁନାଫା ଖୋର୍ ବଦନାମ୍ କମ୍ପାନୀ ମାନଂକୁ ବିଶ୍ବବିଦ୍ୟାଳୟ ପାଇଁ ଶାଗମାଛ ମୂଳରେ ହଜାର୍ ହଜାର୍ ଏକର ଜମି ଦେବାରେ ମୁଖ୍ୟମନ୍ତ୍ରୀ ତିଳେ ହେଲେ କୁଣ୍ଠାବୋଧ କରୁନାହାନ୍ତି । ରାଜଧାନୀ ଉପକଣ୍ଠରେ ମୂଲ୍ୟବାନ ଜମି ବିଭିନ୍ନ ଘରୋଇ ସଂସ୍ଥାକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ । ଅଥଚ ସରକାରୀ କଲେଜରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପାଣ୍ଠିଯୋଗାଡ ହୋଇ ପାରୁନି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ "ଠିକାରେ ଚାଲିଛି ଶିକ୍ଷା " http://www.ameodia.com/?p=3711
No comments:
Post a Comment