Thursday, July 26, 2012

Mohapatra Nilamani Sahoo's Odia Story "ANYA TRUSHNA"


ମୋଁ କଥା ସୁଣି ସତ୍ରୀ ଲୋକଟିର ମୁହଁ ଓ ଆଖିରେ ଏକ ବିଚିତ୍ର କୌତୂକ  ଝଲମଲ କରି ଉଠିଲା । ସେ ମୋ ପାଖକୁ ଆସି ମୋ ହାତ ଧରି କହିଲା - ଏଠି ଏ ମୁଣ୍ଡଫଟା ଖରାରେ ଠିଆ କରାଇ ମୋ ଭିତରେ ନୂଆ ଶୋଷ ଜାଗ୍ରତ କରିବା ଅପେକ୍ଷା, ଚାଲ ସେଇ ନିର୍ଜନ ଆମ୍ବ ତୋଟାର ଛାଇ ଭିତରକୁ ଯିବା । ତା ପରେ କଣ ହେଲା ଜାଣିବାକୁ ପଢନ୍ତୁ ମହାପାତ୍ର ନୀଳମଣି ସାହୁଂକ ଗଳ୍ପ "ଅନ୍ୟ ତୃଷ୍ଣା" http://www.ameodia.com/?p=3591

Posted via email from Oriya Magazine

Tuesday, July 24, 2012

Odia Comic poem UPADHI by Fakira Ojha at http://www.ameodia.com/?p=3584


କବି ସମ୍ରାଟଠୁ କବି ସେନାପତି
ସବୁ ତ ଯାଇଛି ସରି
ଏବେ ଆମେ ଦବୁ ଉପାଧି ବାଛିଛୁ
ପଶୁ ପକ୍ଷୀ ନାମ ଧରି
ପଢନ୍ତୁ ଫକିର ଓଝାଂକ ବ୍ୟଂଗ କବିତା "ଉପାଧି" http://www.ameodia.com/?p=3584

Posted via email from Oriya Magazine

Monday, July 23, 2012

Prafulla Tripathy's Poem "FAGUNA TUME MON MANARA DEBATAA"


ଫୁଲର ଫଗୁଣ ମନେ କେତେ ନୂଆ ଆଶା
ମାଟିରୁ ଆକାଶ ତା'ର ଅମାନିଆ ତୃଷା
ତା' ମନର ଅଗଣାରେ
ଖେଳି ଖେଳି ଅବିରରେ
ଭିଜାଇବି ମାଦକରେ ତା ଅବୁଝା ନିଶା ାା
ପଢନ୍ତୁ କବିତା " ଫଗୁଣ ତୁମେ ମୋଁ ମନର ଦେବତା " ଲେଖକ ପ୍ରଫୁଲ୍ଲ ତ୍ରୀପାଠୀ http://www.ameodia.com/?p=3585

Posted via email from Oriya Magazine

Thursday, July 19, 2012

Dr Sulochana Das's Odia Story DHULIRA PHULA


ସାହି ପଡିସାର ସତ୍ରୀ ଲୋକ ମାନେ ଟୁପୁର୍ ଟାପୁର୍ ହେଉଥିଲେ ସିନ , କେହି ମୁହଁ ଖୋଲୁନଥିଲେ ା ଅକାଳେ ସକାଳେ କେହି ଯଦି ଦେଖେଇ ଶିଖେଇ କିଛି କହୁଥିଲା ମକରା ବୋଉ ମୁହେଁ ମୁହେଁ ଝାଡି ଦଉଥିଲା - ଆଲୋ ଏମିତି କିଏ ଅଛି ବା, କହା ଦେହରେ ରକ୍ତ ଅଛି, ଜିଭରେ ହାଡ ଅଛି କହିଦବ, ତାଂକମାନଂକର ପିଲାମାନଂକୁ ସେମାନେ ଜନମ ଦେଇଛନ୍ତି ବୋଲି ା ଆଉ ମୋ ଛୁଆ କାଇଁ ସମସ୍ତଂକ ଆଖିରେ କଂଟା ହେଇଚି ା ଗାଁ ଗୋଟାକଯାକ ସମସ୍ତେ ସତୀ ନାରୀ ଆଉ ମୁଇଁ ଏକା..... ପଢନ୍ତୁ ଡଃ ସୁେଲ।ଚନ। ଦ।ସଂକ ଗଳ୍ପ ଧୂଲିର ଫୁଲ http://www.ameodia.com/?p=3597

Posted via email from Oriya Magazine

Wednesday, July 18, 2012

Sujata Mohapatra's Odia Story MOHAJUKTA


ଦଶବର୍ଷର ସାନଭାଇ ସୁଦାମ ଯାହାକୁ ସିଏ ନିଜ ଜୀବନଠାରୁ ମଧ୍ୟ ଅଧିକ ଭଲପାଏ, ସିଏ ମଧ୍ୟ ଥରେ ଆସି ଡାକିଲାନି, ନାନୀ ! ଆସେ ଘର ଭିତରକୁ ଆ, ଦାଣ୍ଡଟାରେ କାହିଁକି ବସିଛୁ ? ଆଉ ତା'ର ଜନ୍ମ କଲା ମା'? ସବୁପିଲା ତା' ପାଖରେ ସମାନ , କାଂଚନ କାହିଁକି ଏବେ ପର ହୋଇ ଗଲା ... ଜାଣିବାକୁ ପଢନ୍ତୁ ସୁଜାତା ମହାପାତରଂକ ଗଳ୍ପ ମୋହଯୁକ୍ତ http://www.ameodia.com/?p=3598

Posted via email from Oriya Magazine

Friday, July 13, 2012

Meenakshi Debi's Odia poem NEELA AAKASHERE TAARAARA ROSHANI


ଧରଣୀ ବୁକୁରେ ଏକ ପରେ ଏକ
ଛଅ ଋତୁ ଆସିଥାଏ
ମଳୟ ପରଶେ ଫୁଲର ସୁବାସେ
ଫଗୁଣ ମନକୁ ଛୁଏଁ
ସାତ ସୁରେ ଭାର ଜୀବନରେ ପରା
ମଧୁର ପ୍ରୀତିର ସୁର ା ପଢନ୍ତୁ ମୀନାକ୍ଷୀ ଦେବୀଂକ ଓଡ଼ିଆ କବିତା ନୀଳ ଆକାଶରେ ତାରାର ରୋଷଣୀ http://www.ameodia.com/?p=3586

Posted via email from Oriya Magazine

Odia Poem DUHITAARA SWARA by Julee Behera (Nirupama)


ମୁଁ, ମୋ ଦେହର ମଳିକୁ ଧୋଉ ଧୋଉ
ଭୁଲ୍ରେ ଧୋଇ ଦେଇ ଆସିଛି
ତୋ ସଂସ୍କାର ସବୁ ସେଇ ଅଗଣାରେ
ମୋ ହଲଦୀ ପାଣିର ଗାଧୁଆ ବେଳେ ....
ପଢନ୍ତୁ ଜୁଲୀ ବେହେରାଂକ କବିତା ଦୁହିତାର ସ୍ବର http://www.ameodia.com/?p=3588

Posted via email from Oriya Magazine

Thursday, July 12, 2012

Prashanti Mishra's odia story "Abashistha Abhishaap"


ଦିନେ ସଂଧ୍ୟାରେ ପାଠାଗାର ଘରେ ବସି ଟେଲିଭିଜନକୁ ଦେଖୁଛି । ଗୋଟିଏ ସ୍ବତନ୍ତ୍ର ଧରଣର ଚିତ୍ତାକର୍ଷକ ସମ୍ବାଦ ଦେଖିବାକୁ ପାଇଲା । କେତେକ ବିଦ୍ରୋହୀ ମଣିଷ ରୁଂଢ଼ ହୋଇ ଖୁବ୍ ଜୋର୍ରେ ପାଟିତୁଣ୍ଡ କରି କ'ଣ କାଗଜ ଖଣ୍ଡେ ଜଳାଇ ଦେଲେ । କି କାଗଜ ଜାଲିଲେ ଆଉ ବିରନଚୀ ସେଥିରୁ କଣ ବୁଝିଲା ଜାଣିବା ପାଇଁ ପଢନ୍ତୁ ପ୍ରଶାନ୍ତି ମିଶ୍ରଂକ ଗଳ୍ପ ଅବଶିଷ୍ଠ ଅଭିଶାପ http://www.ameodia.com/?p=3599

Posted via email from Oriya Magazine

Thursday, July 5, 2012

Odia Story GELHAA PUA by Dr. Bidhuprabha Ratha

ବଡ଼ ବେଖାତିର୍ରେ ପୁଆ ଉତ୍ତର ଦେଲା, 'ତୋ ପାଖରେ କ'ଣ ଅଛି ଯେ ମୁଁ ସବୁ ଦିନେ ଆସିବି । ତୋ ପାଖରେ କ'ଣ ପଇସା ଅଛି, କ୍ଷମତା ଅଛି ? ଏସବୁ ମତେ ଦେଇପାରିବୁ ? ମୁଁ ଏବେ ଟନ୍କା ରୋଜଗାର ପଛରେ ବ୍ୟସ୍ତ ଅଛି । ତୋ ପାଖକୁ ଆସି ମୋର କ'ଣ ଲାଭ ଯେ ।' ଅବଗ୍ଜ୍ଞାନ ରେ ପୁଆ ଆରପଟକୁ ମୁହଁ ବୁଲାଇ ଦେଲା । ଗଛର ହାଡ ଥରାଇ ହୃଦୟ ଫଟାଇ ଦୀର୍ଘ ଶ୍ବାସ ବାହାରି ଆସିଲା । କାନ୍ଦ କାନ୍ଦ କଣ୍ଠ ରେ ଗଛ  କହିଲା ...

ଗଛ କ'ଣ କହିଲା ଯଦି ଜାଣିବାକୁ ଚାହାନ୍ତି ତାହେଲେ ପଢନ୍ତୁ ବିଧୁପ୍ରଭା ରଥଂକ ଗଳ୍ପ "େଗଲ୍ହ। ପୁଅ" http://www.ameodia.com/?p=3601

Posted via email from Oriya Magazine

ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ

ଆୟୁର୍ବେଦ ହିସାବ୍ ରେ ଖଜୁରୀ କୁ ବହୁତ୍ ପ୍ରାଧାନ୍ୟ ଦିଆଯାଇଛି । ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ । ଏପରିକି ସବୁ ଦିନ କିଛି କିଛି ଖଜୁରୀ ଖାଇବା ଭଲ ବୋଲି ମଧ୍ୟନ୍ ପରାମର୍ଶ ଦିଆଯାଏ । ଯେହେତୁ ଖଜୁରୀ ବହୁତ୍ ସୁଖାହୋଇ ଥାଏ ସେଥି ଲାଗି ତାକୁ ହଜମ କରିବା ୟିକେ କଷ୍ଟ, ତ ଆୟୁର୍ବେଦ କୁହେ ଯେ ଖଜୁରୀ କୁ ବତୁରେଇ କି ଖାଇଲେ ଭଲ ହଜମ୍ ହୁଏ ଆଉ ଅନୁକୁଳ ମଧ୍ୟନ୍  । ଘରୋଇ ଉପାୟ ଟି ହେଲା ଗୋଟିଏ କାଚ ଜାର୍ (ବମ୍)ରେ ତରଲ ଘିଅ ରେ ବତୁରି ରଖିଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଦୁଇ ଚାରୋଟି ଲେଖାଁ ଖାଇବା ଦରକାର । ଆପଣ ଗୋଟେ ସୁନ୍ଦର ପାନୀୟ ମଧ୍ୟନ୍ ତିଆରିକରିପାରିବେ ଆଉ ସପରିବାରେ ମଧ୍ୟନ୍ ଆନନ୍ଦରେ ଖାଇ ଖୁଶି ହେବେ


ପାନୀୟ କିପରି ପ୍ରସ୍ତୁତ କରିବେ ?

  1. ୫ ଟି ଖଜୁରୀ ଆଉ ୧୦ ଟି ପିସ୍ତା ବାଦମକୁ ପାଣିରେ ୧୦ - ୧୨ ଘଣ୍ଟା ବତୁରାଇଦିଅନତୁ 
  2. ପିସ୍ତା ବାଦମ୍ ବତୁରିଗଲୟ ପରେ ତାର ଚୋପା ଛଡାଇଦିଅନ୍ତୁ
  3. ଗ୍ରାଇନ୍ଡର ରେ ଖଜୁରୀ କୋଳିକୁ ମଂଜି ବାହାର କରି ପକାନ୍ତୁ ଏବଂ ତ ସହିତ ପକାନ୍ତୁ ପିସ୍ତା ବାଦମ୍, ୫୦୦ ମି.ଲି. ଉସୁମ୍ ଖିର , ଅଧ ଚାମୁଚ ଡାଲଚିନି ଗୁଣ୍ଡ, ଗୋଟେ ଚାମଚ୍ ଘିଅ , ଅଧ ଚାମଚ୍ ଯାଇ ଫଳ ଚୁର୍ନ ପକାନ୍ତୁ ଆଉ ଭଲ କରି ମିନ୍ କରି ବାଟି ଦିଅନ୍ତୁ
  4. ପାତ୍ରରେ ବାହାର କରି ସମସ୍ତଂକୁ ଦିଅନ୍ତୁ

ଏହି ପାନୀୟ ଟି ଆପଣଂକର ଶରୀରର ସମସ୍ତ ସ୍ନାଉ ଜନିତ ଦୁର୍ବଳତା କୁ ଦୂର କରିବାରେ ସାହାଜ୍ୟ କରିବା ଆଉ ଏହାକୁ ଶୋଇବା ପୁରବରୁ ଖାଇଲେ ଭଲ ଫଳ ମିଳିବ

Posted via email from Oriya Magazine

Bijaya Kumar Mishra's Odia Story ପଶୁକଳ୍ପ


ଜଣେ ପୂଜକ ପରି ପ୍ରତୀତ ହେଉଥିବା ବ୍ୟକ୍ତି ଏକ ଦେବୀ ପ୍ରତିମ ସମ୍ମୁଖରେ ପୂଜା କରି ଚାଲିଥାଏ ା ତା'ର କିଛି ବ୍ୟବଧାନରେ ବାମ ପଟକୁ ଥିଲା ଗୋଟାଏ କାଠରେ ତିଆରି ଟେବୁଲ୍ ସଦୃଶ ବସ୍ତୁ ା ତା' ପରେ  ନଜର ପଡିବା ଖ୍ଞାନୀ ସିପ୍ରା ଏକ ଅହେତୁକ ଭୟରେ ଶିହରି ଉଠିଲା ା..... ସିପ୍ରା ତାହେଲେ ସେଠି କଣ ଦେଖିଲା ଯଦି ଜାଣିବାକୁ ଚାହାନ୍ତି ତାହେଲେ ପଢନ୍ତୁ ବିଜୟ କୁମାର ମିଶ୍ରଂକ ଗଳ୍ପ ପଶୁକଳ୍ପ at http://www.ameodia.com/?p=3605

Posted via email from Oriya Magazine

Tuesday, July 3, 2012

ବିଶ୍ବ ଭାତୃତ୍ବ ଓ ସଵଦେଶୀର ସମାହାର ଶରୀଜଗନ୍ନାଥ

ଓଡ଼ିଶା ମାଟିରୁ ଓଡ଼ିଆଂକୁ  ବିତାଡିତ କରି କୌଣସି ବିଦେଶୀ କମ୍ପାନିକୁ ଓଡ଼ିଶାର ମାଟି ଦେବା କେତେ ଦୂର ସମୀଚୀନ ? ମାଟି ବନ୍ଚିବାର ଶକ୍ତି ଦିଏ, ମାଟି ଲଢିବାର ସାମର୍ଥ୍ୟ ଦିଏ ା ମାଟି ଅମୂଲ ମୂଲ ା ମାଟି କୁ ଯଦି ବିଦେଶୀଂକ ନିକଟରେ କାଣି କଉଡି ଦର ରେ ବନ୍ଧା ପକା ଯାଏ , ଓଡ଼ିଆଂକ ସ୍ବାଭୀମାନ ରହିଲା କେଉଁଠି ?

ପଢନ୍ତୁ ଆମେଓଡ଼ିଆ ର ଲେଖା ଆଉ ନିଜକୁ ପଚାରନ୍ତୁ ସତରେ କଣ ଆପଣ ଜୟ ଜଗନ୍ନାଥ ର ଅର୍ଥ ଜାଣି, ତାଂକୁ ମାନି କି ଚାଲୁଛନ୍ତି ? ଯଦି ନା ତାହେଲେ ଆପଣ କଣ ଜଗନ୍ନାଥ ଦେଶରେ ରହିବା ଉଚ୍ଚିତ୍ ?
http://www.ameodia.com/?p=3607

Posted via email from Oriya Magazine