Sunday, August 5, 2012

Niranjana Padhee's "SAMAAJACHHADA SAMPARKA" an odia prose on Live in Relationship


ସହବାସୀ ସମ୍ପର୍କ ବା 'ଲିଭ୍ -ଇନ୍ -ରିଲେସନ୍ସିପ୍' । ଏକ ଘରେ ରହୁଥିବେ ଦୁଇଜଣ ଯୁବକ ଯୁବତୀ ବ ପୁରୁଷ ନାରୀ । ଏକ ବିଛଣାରେ ସୋଉଥିବେ । ବିବାହ ପୂର୍ବରୁ ଯାହା ଅକରଣୀୟ ସବୁ କରୁଥିବେ , ଅଥଚ ସେ ଦୁହେଁ ପତିପତ୍ନୀ ହୋଇ ନ ଥିବେ । ସେମାନଂକ ସମ୍ପର୍କ ସପକ୍ଷରେ ନା ଥିବା ସାମାଜିକ ସ୍ବୀକୃତି ନା କୌଣସି ଆଇନ୍ ସମ୍ମତି ଅବା ବୈଦିକ ରୀତିନୀତି । ........ ଯେଉଁଠି ରାଷ୍ଟ୍ରୀୟ ଚେତନା ସହ ସାମାନ୍ୟ ସମ୍ପୃକ୍ତି ନଥାଇ କେବଳ ଆଧୁନିକ ବୋଲାଇବା ପାଇଁ ବ୍ୟକ୍ତିଗତ ପରିସରରେ ପାସ୍ଚ୍ୟ।ତ୍ୟ ବ୍ୟଭିଚାରୀ ଜୀବନଚର୍ଯ୍ୟକୁ ଆପଣେଇ ନିଆଯାଏ , ସେଠି କେବଳ ସମ୍ପୃକ୍ତ ବ୍ୟକ୍ତିବିଶେଷ ନୁହେଁ, ସମଗ୍ର ରାଷ୍ଟ୍ରର ଯୁଗ ଯୁଗର ସଂଚିତ ସଂସ୍କାର ଓ ସଦାଚାର କଲୁଷିତ ହୁଏ । ଭାରତ ଆଉ ଭାରତ ହୋଇ ରହେ ନାହିଁ । ଭାରତୀୟମାନେ ଅବଶିଷ୍ଠନ୍କଠଁୁ ଭିନ୍ନ ବୋଲି ପରିଚିତ ହେବାକୁ କିଛି ବଳକା ରହିଯାଏ ନାହିଁ ...... ପଢନ୍ତୁ ନୀରଂଜନ ପାଢୀଂକ ପ୍ରବନ୍ଧ "ସମାଜଛଡା ସମ୍ପର୍କ" http://www.ameodia.com/?p=3651

Posted via email from Oriya Magazine

No comments:

Post a Comment