Saturday, August 4, 2012

Netaji Abhinandana's Prose "Shashana Odishee - Ganatantra na Dalatantra ?"


ଜନ୍ତରମନ୍ତର ଠାରେ ଆନ୍ନା ହଜାରେଂକ ଅନଶନ ମଂଚରେ ବି.ଜେ.ଡିର  ପ୍ରତିନିଧି ଯୋଗ ଦେଇ ସ୍ବାଧୀନ ଓ ନିରପେକ୍ଷ ଲୋକପାଳ ଗଠନ ସପକ୍ଷରେ ଜୋର୍ଦାର୍ ଯୁକ୍ତି ଉପସ୍ଥାପନା କରି ୟୁ.ପି.ଏ  ସରକାରଂକୁ କଡା ସମାଲୋଚନା କରିବାର ଦୃଶ୍ୟ ଆମେ ସମସ୍ତେ ଦେଖିଲେ ଏବଂ ବେଶ୍ ଉଲ୍ଲାସିତ ମଧ୍ୟ ହେଲେ । ହେଲେ ସବୁଠୁ ବିଡମ୍ବନାର ବିଷୟ, ସେହି ବି.ଜେ.ଡି ସର୍କାର୍ ଓଡ଼ିଶାରେ ଲୋକପାଳ ରିପୋର୍ଟକୁ ଅଲିଆଗଦାକୁ ନିକ୍ଷେପ କରି ନିଜ ସାମ୍ବିଧାନିକ ଦାୟିତ୍ବକୁ ଉଲ୍ଲଂଘନ କରିବାକୁ ଗୌରବ ମଣୁଛନ୍ତି । ପୂରୀ-କୋଣାର୍କ ବେଳାଭୂମିରେ ହଜାର୍ ହଜାର୍ ଏକର୍ ମୂଲ୍ୟବାନ ଜମିକୁ ଶାଗ ମାଛ ମୂଲ୍ୟରେ ବିଶ୍ବବିଦ୍ୟାଳୟ କରିବା ନାଁରେ ବେଦାନ୍ତ ଭଳି ଏକ ଠକ କମ୍ପାନି ହାତରେ ଟେକି ଦିଆଗଲା । ଲୋକପାଳ ଏ ସମ୍ପର୍କରେ ତଦନ୍ତ କରି ବିସ୍ତୃତ ରିପୋର୍ଟ୍ ଦେଇଥିଲେ ହେଁ ବିଧାନସଭାରେ ତାହା ଆଗତ ହୋଇ ନାହିଁ କିମ୍ବା ସେ ସମ୍ପର୍କରେ ସରକାର କୌଣସି ଉତ୍ତର ଦେଇ ନାହାନ୍ତି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ "ଶାସନ ଓଡ଼ିଶୀ - ଗଣତନ୍ତ୍ର ନା ଦଲାତନ୍ତର୍ ? " http://www.ameodia.com/?p=3652

Posted via email from Oriya Magazine

No comments:

Post a Comment