
ମୋଁ କଥା ସୁଣି ସତ୍ରୀ ଲୋକଟିର ମୁହଁ ଓ ଆଖିରେ ଏକ ବିଚିତ୍ର କୌତୂକ ଝଲମଲ କରି ଉଠିଲା । ସେ ମୋ ପାଖକୁ ଆସି ମୋ ହାତ ଧରି କହିଲା - ଏଠି ଏ ମୁଣ୍ଡଫଟା ଖରାରେ ଠିଆ କରାଇ ମୋ ଭିତରେ ନୂଆ ଶୋଷ ଜାଗ୍ରତ କରିବା ଅପେକ୍ଷା, ଚାଲ ସେଇ ନିର୍ଜନ ଆମ୍ବ ତୋଟାର ଛାଇ ଭିତରକୁ ଯିବା । ତା ପରେ କଣ ହେଲା ଜାଣିବାକୁ ପଢନ୍ତୁ ମହାପାତ୍ର ନୀଳମଣି ସାହୁଂକ ଗଳ୍ପ "ଅନ୍ୟ ତୃଷ୍ଣା" http://www.ameodia.com/?p=3591
No comments:
Post a Comment