Thursday, July 5, 2012

ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ

ଆୟୁର୍ବେଦ ହିସାବ୍ ରେ ଖଜୁରୀ କୁ ବହୁତ୍ ପ୍ରାଧାନ୍ୟ ଦିଆଯାଇଛି । ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ । ଏପରିକି ସବୁ ଦିନ କିଛି କିଛି ଖଜୁରୀ ଖାଇବା ଭଲ ବୋଲି ମଧ୍ୟନ୍ ପରାମର୍ଶ ଦିଆଯାଏ । ଯେହେତୁ ଖଜୁରୀ ବହୁତ୍ ସୁଖାହୋଇ ଥାଏ ସେଥି ଲାଗି ତାକୁ ହଜମ କରିବା ୟିକେ କଷ୍ଟ, ତ ଆୟୁର୍ବେଦ କୁହେ ଯେ ଖଜୁରୀ କୁ ବତୁରେଇ କି ଖାଇଲେ ଭଲ ହଜମ୍ ହୁଏ ଆଉ ଅନୁକୁଳ ମଧ୍ୟନ୍  । ଘରୋଇ ଉପାୟ ଟି ହେଲା ଗୋଟିଏ କାଚ ଜାର୍ (ବମ୍)ରେ ତରଲ ଘିଅ ରେ ବତୁରି ରଖିଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଦୁଇ ଚାରୋଟି ଲେଖାଁ ଖାଇବା ଦରକାର । ଆପଣ ଗୋଟେ ସୁନ୍ଦର ପାନୀୟ ମଧ୍ୟନ୍ ତିଆରିକରିପାରିବେ ଆଉ ସପରିବାରେ ମଧ୍ୟନ୍ ଆନନ୍ଦରେ ଖାଇ ଖୁଶି ହେବେ


ପାନୀୟ କିପରି ପ୍ରସ୍ତୁତ କରିବେ ?

  1. ୫ ଟି ଖଜୁରୀ ଆଉ ୧୦ ଟି ପିସ୍ତା ବାଦମକୁ ପାଣିରେ ୧୦ - ୧୨ ଘଣ୍ଟା ବତୁରାଇଦିଅନତୁ 
  2. ପିସ୍ତା ବାଦମ୍ ବତୁରିଗଲୟ ପରେ ତାର ଚୋପା ଛଡାଇଦିଅନ୍ତୁ
  3. ଗ୍ରାଇନ୍ଡର ରେ ଖଜୁରୀ କୋଳିକୁ ମଂଜି ବାହାର କରି ପକାନ୍ତୁ ଏବଂ ତ ସହିତ ପକାନ୍ତୁ ପିସ୍ତା ବାଦମ୍, ୫୦୦ ମି.ଲି. ଉସୁମ୍ ଖିର , ଅଧ ଚାମୁଚ ଡାଲଚିନି ଗୁଣ୍ଡ, ଗୋଟେ ଚାମଚ୍ ଘିଅ , ଅଧ ଚାମଚ୍ ଯାଇ ଫଳ ଚୁର୍ନ ପକାନ୍ତୁ ଆଉ ଭଲ କରି ମିନ୍ କରି ବାଟି ଦିଅନ୍ତୁ
  4. ପାତ୍ରରେ ବାହାର କରି ସମସ୍ତଂକୁ ଦିଅନ୍ତୁ

ଏହି ପାନୀୟ ଟି ଆପଣଂକର ଶରୀରର ସମସ୍ତ ସ୍ନାଉ ଜନିତ ଦୁର୍ବଳତା କୁ ଦୂର କରିବାରେ ସାହାଜ୍ୟ କରିବା ଆଉ ଏହାକୁ ଶୋଇବା ପୁରବରୁ ଖାଇଲେ ଭଲ ଫଳ ମିଳିବ

Posted via email from Oriya Magazine

No comments:

Post a Comment