
ବଡ଼ ବେଖାତିର୍ରେ ପୁଆ ଉତ୍ତର ଦେଲା, 'ତୋ ପାଖରେ କ'ଣ ଅଛି ଯେ ମୁଁ ସବୁ ଦିନେ ଆସିବି
। ତୋ ପାଖରେ କ'ଣ ପଇସା ଅଛି, କ୍ଷମତା ଅଛି ? ଏସବୁ ମତେ ଦେଇପାରିବୁ ? ମୁଁ ଏବେ ଟନ୍କା ରୋଜଗାର ପଛରେ ବ୍ୟସ୍ତ ଅଛି
। ତୋ ପାଖକୁ ଆସି ମୋର କ'ଣ ଲାଭ ଯେ ।' ଅବଗ୍ଜ୍ଞାନ ରେ ପୁଆ ଆରପଟକୁ ମୁହଁ ବୁଲାଇ ଦେଲା । ଗଛର ହାଡ ଥରାଇ ହୃଦୟ ଫଟାଇ ଦୀର୍ଘ ଶ୍ବାସ ବାହାରି ଆସିଲା । କାନ୍ଦ କାନ୍ଦ କଣ୍ଠ ରେ ଗଛ କହିଲା ... ଗଛ କ'ଣ କହିଲା ଯଦି ଜାଣିବାକୁ ଚାହାନ୍ତି ତାହେଲେ ପଢନ୍ତୁ ବିଧୁପ୍ରଭା ରଥଂକ ଗଳ୍ପ "େଗଲ୍ହ। ପୁଅ" http://www.ameodia.com/?p=3601 Posted via email from Oriya Magazine
No comments:
Post a Comment