ମୋଁ କଥା ସୁଣି ସତ୍ରୀ ଲୋକଟିର ମୁହଁ ଓ ଆଖିରେ ଏକ ବିଚିତ୍ର କୌତୂକ ଝଲମଲ କରି ଉଠିଲା । ସେ ମୋ ପାଖକୁ ଆସି ମୋ ହାତ ଧରି କହିଲା - ଏଠି ଏ ମୁଣ୍ଡଫଟା ଖରାରେ ଠିଆ କରାଇ ମୋ ଭିତରେ ନୂଆ ଶୋଷ ଜାଗ୍ରତ କରିବା ଅପେକ୍ଷା, ଚାଲ ସେଇ ନିର୍ଜନ ଆମ୍ବ ତୋଟାର ଛାଇ ଭିତରକୁ ଯିବା । ତା ପରେ କଣ ହେଲା ଜାଣିବାକୁ ପଢନ୍ତୁ ମହାପାତ୍ର ନୀଳମଣି ସାହୁଂକ ଗଳ୍ପ "ଅନ୍ୟ ତୃଷ୍ଣା" http://www.ameodia.com/?p=3591
Thursday, July 26, 2012
Mohapatra Nilamani Sahoo's Odia Story "ANYA TRUSHNA"
ମୋଁ କଥା ସୁଣି ସତ୍ରୀ ଲୋକଟିର ମୁହଁ ଓ ଆଖିରେ ଏକ ବିଚିତ୍ର କୌତୂକ ଝଲମଲ କରି ଉଠିଲା । ସେ ମୋ ପାଖକୁ ଆସି ମୋ ହାତ ଧରି କହିଲା - ଏଠି ଏ ମୁଣ୍ଡଫଟା ଖରାରେ ଠିଆ କରାଇ ମୋ ଭିତରେ ନୂଆ ଶୋଷ ଜାଗ୍ରତ କରିବା ଅପେକ୍ଷା, ଚାଲ ସେଇ ନିର୍ଜନ ଆମ୍ବ ତୋଟାର ଛାଇ ଭିତରକୁ ଯିବା । ତା ପରେ କଣ ହେଲା ଜାଣିବାକୁ ପଢନ୍ତୁ ମହାପାତ୍ର ନୀଳମଣି ସାହୁଂକ ଗଳ୍ପ "ଅନ୍ୟ ତୃଷ୍ଣା" http://www.ameodia.com/?p=3591
Tuesday, July 24, 2012
Odia Comic poem UPADHI by Fakira Ojha at http://www.ameodia.com/?p=3584
କବି ସମ୍ରାଟଠୁ କବି ସେନାପତି
ସବୁ ତ ଯାଇଛି ସରି
ଏବେ ଆମେ ଦବୁ ଉପାଧି ବାଛିଛୁ
ପଶୁ ପକ୍ଷୀ ନାମ ଧରି ା
ପଢନ୍ତୁ ଫକିର ଓଝାଂକ ବ୍ୟଂଗ କବିତା "ଉପାଧି" http://www.ameodia.com/?p=3584
Monday, July 23, 2012
Prafulla Tripathy's Poem "FAGUNA TUME MON MANARA DEBATAA"
ଫୁଲର ଫଗୁଣ ମନେ କେତେ ନୂଆ ଆଶା
ମାଟିରୁ ଆକାଶ ତା'ର ଅମାନିଆ ତୃଷା
ତା' ମନର ଅଗଣାରେ
ଖେଳି ଖେଳି ଅବିରରେ
ଭିଜାଇବି ମାଦକରେ ତା ଅବୁଝା ନିଶା ାା
ପଢନ୍ତୁ କବିତା " ଫଗୁଣ ତୁମେ ମୋଁ ମନର ଦେବତା " ଲେଖକ ପ୍ରଫୁଲ୍ଲ ତ୍ରୀପାଠୀ http://www.ameodia.com/?p=3585
Thursday, July 19, 2012
Dr Sulochana Das's Odia Story DHULIRA PHULA
ସାହି ପଡିସାର ସତ୍ରୀ ଲୋକ ମାନେ ଟୁପୁର୍ ଟାପୁର୍ ହେଉଥିଲେ ସିନ , କେହି ମୁହଁ ଖୋଲୁନଥିଲେ ା ଅକାଳେ ସକାଳେ କେହି ଯଦି ଦେଖେଇ ଶିଖେଇ କିଛି କହୁଥିଲା ମକରା ବୋଉ ମୁହେଁ ମୁହେଁ ଝାଡି ଦଉଥିଲା - ଆଲୋ ଏମିତି କିଏ ଅଛି ବା, କହା ଦେହରେ ରକ୍ତ ଅଛି, ଜିଭରେ ହାଡ ଅଛି କହିଦବ, ତାଂକମାନଂକର ପିଲାମାନଂକୁ ସେମାନେ ଜନମ ଦେଇଛନ୍ତି ବୋଲି ା ଆଉ ମୋ ଛୁଆ କାଇଁ ସମସ୍ତଂକ ଆଖିରେ କଂଟା ହେଇଚି ା ଗାଁ ଗୋଟାକଯାକ ସମସ୍ତେ ସତୀ ନାରୀ ଆଉ ମୁଇଁ ଏକା..... ପଢନ୍ତୁ ଡଃ ସୁେଲ।ଚନ। ଦ।ସଂକ ଗଳ୍ପ ଧୂଲିର ଫୁଲ http://www.ameodia.com/?p=3597
Wednesday, July 18, 2012
Sujata Mohapatra's Odia Story MOHAJUKTA
ଦଶବର୍ଷର ସାନଭାଇ ସୁଦାମ ଯାହାକୁ ସିଏ ନିଜ ଜୀବନଠାରୁ ମଧ୍ୟ ଅଧିକ ଭଲପାଏ, ସିଏ ମଧ୍ୟ ଥରେ ଆସି ଡାକିଲାନି, ନାନୀ ! ଆସେ ଘର ଭିତରକୁ ଆ, ଦାଣ୍ଡଟାରେ କାହିଁକି ବସିଛୁ ? ଆଉ ତା'ର ଜନ୍ମ କଲା ମା'? ସବୁପିଲା ତା' ପାଖରେ ସମାନ , କାଂଚନ କାହିଁକି ଏବେ ପର ହୋଇ ଗଲା ... ଜାଣିବାକୁ ପଢନ୍ତୁ ସୁଜାତା ମହାପାତରଂକ ଗଳ୍ପ ମୋହଯୁକ୍ତ http://www.ameodia.com/?p=3598
Friday, July 13, 2012
Meenakshi Debi's Odia poem NEELA AAKASHERE TAARAARA ROSHANI
ଧରଣୀ ବୁକୁରେ ଏକ ପରେ ଏକ
ଛଅ ଋତୁ ଆସିଥାଏ
ମଳୟ ପରଶେ ଫୁଲର ସୁବାସେ
ଫଗୁଣ ମନକୁ ଛୁଏଁ
ସାତ ସୁରେ ଭାର ଜୀବନରେ ପରା
ମଧୁର ପ୍ରୀତିର ସୁର ା ପଢନ୍ତୁ ମୀନାକ୍ଷୀ ଦେବୀଂକ ଓଡ଼ିଆ କବିତା ନୀଳ ଆକାଶରେ ତାରାର ରୋଷଣୀ http://www.ameodia.com/?p=3586
Odia Poem DUHITAARA SWARA by Julee Behera (Nirupama)
ମୁଁ, ମୋ ଦେହର ମଳିକୁ ଧୋଉ ଧୋଉ
ଭୁଲ୍ରେ ଧୋଇ ଦେଇ ଆସିଛି
ତୋ ସଂସ୍କାର ସବୁ ସେଇ ଅଗଣାରେ
ମୋ ହଲଦୀ ପାଣିର ଗାଧୁଆ ବେଳେ ....
ପଢନ୍ତୁ ଜୁଲୀ ବେହେରାଂକ କବିତା ଦୁହିତାର ସ୍ବର http://www.ameodia.com/?p=3588
Subscribe to:
Posts (Atom)