Wednesday, October 3, 2012

Sudeepta Suchismita Jena's Odia Poem "Swagatn Maa Durge"


ମହ ମହ ବସେ ଆଜି ଗାଁ ଗଣ୍ଡା ସହର
ବେଗେ ବେଗେ ଚାଲ ଯିବା ମା'ର ମନ୍ଦିର
ପାଖେ ଅବା ଦୂରେ ଥାଅ ଗୁହାରୀ ସୁଣିବ
ଦୁଃଖ ନେଇ ସିଏ ସୁଖ ପସରା ଦେବ

ପଢନ୍ତୁ ସୁଦୀପ୍ତା ଶୁଚିସ୍ମିତା ଜେନାଂକ କବିତା "ସ୍ବାଗତଂ ମ। ଦୁର୍ଗେ  " http://www.ameodia.com/?p=3743

Posted via email from Oriya Magazine

Wednesday, September 26, 2012

Monday, September 24, 2012