Monday, December 17, 2012
Wednesday, December 5, 2012
Monday, December 3, 2012
Odia Story BHUL by Ramakanta Dash
Sunday, December 2, 2012
Odia Article on Subhakanta Behera by Subrat Prusty
Odia Article on Subhakanta Behera by Subrat Prusty
Odia Story KHUNEE by Shakuntala Bindhanee
Odia Story KHUNEE by Shakuntala Bindhanee
Wednesday, October 3, 2012
Sudeepta Suchismita Jena's Odia Poem "Swagatn Maa Durge"
ମହ ମହ ବସେ ଆଜି ଗାଁ ଗଣ୍ଡା ସହର
ବେଗେ ବେଗେ ଚାଲ ଯିବା ମା'ର ମନ୍ଦିର
ପାଖେ ଅବା ଦୂରେ ଥାଅ ଗୁହାରୀ ସୁଣିବ
ଦୁଃଖ ନେଇ ସିଏ ସୁଖ ପସରା ଦେବ ॥ ପଢନ୍ତୁ ସୁଦୀପ୍ତା ଶୁଚିସ୍ମିତା ଜେନାଂକ କବିତା "ସ୍ବାଗତଂ ମ। ଦୁର୍ଗେ " http://www.ameodia.com/?p=3743
Wednesday, September 26, 2012
Odia Story JEEBANARA DAUDA by Ramakanta Dash
Monday, September 24, 2012
Odia Story DIGBALAYA by Shakuntala Bindhanee
Friday, September 21, 2012
Odia Poem PRABACHANA CHAASHA
Odia Poem PRABACHANA CHAASHA by Akshaya Kumar Rout at http://www.ameodia.com/?p=3707
Wednesday, September 5, 2012
Odia Prose "Smart Santaanamaananka Samparkare" by Niranjana Padhi
ଯଦି ଏ ଧାରା ଏଇ ରୀତିରେ ବଳବତ୍ତର ରହେ, ତେବେ ଆଧୁନିକତାରେ ଆକ୍ରାନ୍ତ ସମାଜର ଚିତ୍ର ସମ୍ପୂର୍ଣ୍ଣ ବଦଲିଜିବକୁ ବେଶୀ ବିଳମ୍ବ ଲାଗିବ ନାହିଁ । ଏକ ସୁସ୍ଥ, ସୁନ୍ଦର ଭବିଷ୍ୟତ ଗଢିବାର ଦୁର୍ବାର ଆକର୍ଷଣ ମଧ୍ୟରେ ଆଚାର୍, ସଂସ୍କାର, ଚରିତ୍ର ଓ ଆଦର୍ଶ ଆଦି ଦୁର୍ବଳ ଶବ୍ଦଗୁଡିକ ସେମ।ନଂକର ସ୍ଥିତି ହରାଇ ବସିବେ ଏବଂ ତାପରେ ... ? ନିଜର ସ୍ମାର୍ଟ ସନ୍ତାନମାନେ ଭବିଷ୍ୟତରେ ରାମ ହେବେ କି ରାବଣ ହେବେ, ସମାଜର ବୋଝ ଉଠାଇବେ କି ନିଜେ ସମାଜ ଉପରେ ବୋଝ ହୋଇ ପଡିବେ, ସେ କଥା ସେମାନଂକ ପିତାମାତାଂକୁ କେବଳ ସମୟ ହିଁ କହିବ । ପଢନ୍ତୁ ନିରଂଜନ ପାଢୀଂକ ପ୍ରବନ୍ଧ " ସ୍ମାର୍ଟ ସନ୍ତାନମାନଂକ ସମ୍ପର୍କରେ " http://www.ameodia.com/?p=3710
Subscribe to:
Posts (Atom)