Tuesday, August 28, 2012

Odis Story JAHA HEBARA THAE by Prashanti Mishra


ଜୀବନ ତତ୍ତ୍ବ କହେ କାଳର ଗତି ପଥରେ ଯାଉ ଯାଉ ଯାହା ପ୍ରାରବ୍ଧ ଭୋଗିବାର ଥିବ, ତାହାକୁ ପ୍ରାଣୀ ଭୋଗ କରିବ ।  କ୍ଳେଶ, ବ୍ୟାଧି, ଦୁଃଖ, ଶୋକ, ଆପଦ, ବିପଦ ସବୁ ଜୀବନ ପୃଷ୍ଠାର ଗୋଟିଏ ଗୋଟିଏ ପ୍ରବନ୍ଧ । ମାୟା ବିଜଦିତ ଶରୀର ଓ ମନର ମଣିଷ ଅଜ୍ଞାନତ। ବଶତଃ ସେ ସବୁକୁ ବୁଝିପାରେନି । ଜୀବନଟା କେବଳ ରଂଗିନମୟ ବୋଲି ସେ ମନେ କରିଥାଏ । ପଢନ୍ତୁ ପ୍ରଶାନ୍ତି ମିଶ୍ରଂକ ଗଳ୍ପ "ଯାହା ହେବାର ଥାଏ " http://www.ameodia.com/?p=3663

Posted via email from Oriya Magazine

Monday, August 20, 2012

Odia Poem "MOTI SHAAGA" by Ranjan Pradhan


ଡାକ୍ତର ପରାମର୍ଶ ଦିଅନ୍ତି ,
ସବୁଜ ଶାଗ, ପନିପରିବା ଖାଅ
ପାଖ ବଜାରରୁ ଧନୀ ଲୋକର ଘରକୁ କିଣାହୋଇ ଆସେ,
ବ୍ୟାଗ୍ ଭର୍ତ୍ତି ସାର, ଓଷଦଦିଆ ଫ୍ରେସ୍, ହାଇବ୍ରିଡି ପନିପରିବା
ଓ ସ୍ବାଦହୀନ ସବୁଜ ଛନ୍ଛନିଆ ଶାଗ । ......
ପଢନ୍ତୁ ରଂଜନ  ପ୍ରଧାନଂକ କବିତା "ମୋଟି ଶାଗ" http://www.ameodia.com/?p=3642

Posted via email from Oriya Magazine

Sunday, August 19, 2012

Original Certificate Verification for permanent position of Sikhya Sahayak on the eve of ID by Jagatsinghpur School SI

Jagatsinghpur District, School SI had chooses this ID, i mean today to verify the original certificate of those who are yet to be finalized for permanent position of Sikhya Sahayak in Kujanga, Does it mean that there are no Muslims in Jagatsinghpur or like the govt. they have every right to do whatever suits to them?

Posted via email from Oriya Magazine

Saturday, August 18, 2012

Odia Story CHHAKI SHUNA by Shakuntala Bindhanee


କିଛି କ୍ଷତ ମଲମର ଆବଶ୍ୟକତା ରଖେ ନାହିଁ । ସବୁଦିନେ କ୍ଷତ ହୋଇ ଯନ୍ତ୍ରଣାର ଯଉଘରେ ନିତିନିତି ସିଝୁଥାଏ । କିଛି କ୍ଷତ ସବୁଦିନେ ରୁଗୁରୁଗୁ ପରାଶର ମିଠା ମିଠା ସ୍ବର , କିଛି କ୍ଷତ ଶୁଖିଯାଇ ଭଲ ହେଲାପରେ ମଧ୍ୟ ଦାଗତିଏ ଛାଡିଯାଏ ଯାହା ଉପରେ ବେଳ ଅବେଳରେ ବୁଲିଆସେ ହାତ । ଆଉ କିଛି କ୍ଷତ ସବୁ ଦିନେ ଅଦୃଶ୍ୟ ଅଥଚ ହୃଦୟର ଲାଲ୍ ଅଳିନ୍ଦରେ ନିଜ ସୁଦୃଢ ଅସ୍ତିତ୍ବ ଯାହିର୍ କରୁଥାଏ । ପଢନ୍ତୁ ଶକୁନ୍ତଳା ବିନ୍ଧ।ଣିଂକ ଗଳ୍ପ “ଛକି ଶୁନ” http://www.ameodia.com/?p=3664

Posted via email from Oriya Magazine

Sunday, August 12, 2012

DID Little Master Winner is Faisal Khan

Did Little Master Results
1. Faisal
2. Om
3. Rohan
4. Soumya
5 Jeet.

Posted via email from Oriya Magazine

Sunday, August 5, 2012

Niranjana Padhee's "SAMAAJACHHADA SAMPARKA" an odia prose on Live in Relationship


ସହବାସୀ ସମ୍ପର୍କ ବା 'ଲିଭ୍ -ଇନ୍ -ରିଲେସନ୍ସିପ୍' । ଏକ ଘରେ ରହୁଥିବେ ଦୁଇଜଣ ଯୁବକ ଯୁବତୀ ବ ପୁରୁଷ ନାରୀ । ଏକ ବିଛଣାରେ ସୋଉଥିବେ । ବିବାହ ପୂର୍ବରୁ ଯାହା ଅକରଣୀୟ ସବୁ କରୁଥିବେ , ଅଥଚ ସେ ଦୁହେଁ ପତିପତ୍ନୀ ହୋଇ ନ ଥିବେ । ସେମାନଂକ ସମ୍ପର୍କ ସପକ୍ଷରେ ନା ଥିବା ସାମାଜିକ ସ୍ବୀକୃତି ନା କୌଣସି ଆଇନ୍ ସମ୍ମତି ଅବା ବୈଦିକ ରୀତିନୀତି । ........ ଯେଉଁଠି ରାଷ୍ଟ୍ରୀୟ ଚେତନା ସହ ସାମାନ୍ୟ ସମ୍ପୃକ୍ତି ନଥାଇ କେବଳ ଆଧୁନିକ ବୋଲାଇବା ପାଇଁ ବ୍ୟକ୍ତିଗତ ପରିସରରେ ପାସ୍ଚ୍ୟ।ତ୍ୟ ବ୍ୟଭିଚାରୀ ଜୀବନଚର୍ଯ୍ୟକୁ ଆପଣେଇ ନିଆଯାଏ , ସେଠି କେବଳ ସମ୍ପୃକ୍ତ ବ୍ୟକ୍ତିବିଶେଷ ନୁହେଁ, ସମଗ୍ର ରାଷ୍ଟ୍ରର ଯୁଗ ଯୁଗର ସଂଚିତ ସଂସ୍କାର ଓ ସଦାଚାର କଲୁଷିତ ହୁଏ । ଭାରତ ଆଉ ଭାରତ ହୋଇ ରହେ ନାହିଁ । ଭାରତୀୟମାନେ ଅବଶିଷ୍ଠନ୍କଠଁୁ ଭିନ୍ନ ବୋଲି ପରିଚିତ ହେବାକୁ କିଛି ବଳକା ରହିଯାଏ ନାହିଁ ...... ପଢନ୍ତୁ ନୀରଂଜନ ପାଢୀଂକ ପ୍ରବନ୍ଧ "ସମାଜଛଡା ସମ୍ପର୍କ" http://www.ameodia.com/?p=3651

Posted via email from Oriya Magazine

Saturday, August 4, 2012

Netaji Abhinandana's Prose "Shashana Odishee - Ganatantra na Dalatantra ?"


ଜନ୍ତରମନ୍ତର ଠାରେ ଆନ୍ନା ହଜାରେଂକ ଅନଶନ ମଂଚରେ ବି.ଜେ.ଡିର  ପ୍ରତିନିଧି ଯୋଗ ଦେଇ ସ୍ବାଧୀନ ଓ ନିରପେକ୍ଷ ଲୋକପାଳ ଗଠନ ସପକ୍ଷରେ ଜୋର୍ଦାର୍ ଯୁକ୍ତି ଉପସ୍ଥାପନା କରି ୟୁ.ପି.ଏ  ସରକାରଂକୁ କଡା ସମାଲୋଚନା କରିବାର ଦୃଶ୍ୟ ଆମେ ସମସ୍ତେ ଦେଖିଲେ ଏବଂ ବେଶ୍ ଉଲ୍ଲାସିତ ମଧ୍ୟ ହେଲେ । ହେଲେ ସବୁଠୁ ବିଡମ୍ବନାର ବିଷୟ, ସେହି ବି.ଜେ.ଡି ସର୍କାର୍ ଓଡ଼ିଶାରେ ଲୋକପାଳ ରିପୋର୍ଟକୁ ଅଲିଆଗଦାକୁ ନିକ୍ଷେପ କରି ନିଜ ସାମ୍ବିଧାନିକ ଦାୟିତ୍ବକୁ ଉଲ୍ଲଂଘନ କରିବାକୁ ଗୌରବ ମଣୁଛନ୍ତି । ପୂରୀ-କୋଣାର୍କ ବେଳାଭୂମିରେ ହଜାର୍ ହଜାର୍ ଏକର୍ ମୂଲ୍ୟବାନ ଜମିକୁ ଶାଗ ମାଛ ମୂଲ୍ୟରେ ବିଶ୍ବବିଦ୍ୟାଳୟ କରିବା ନାଁରେ ବେଦାନ୍ତ ଭଳି ଏକ ଠକ କମ୍ପାନି ହାତରେ ଟେକି ଦିଆଗଲା । ଲୋକପାଳ ଏ ସମ୍ପର୍କରେ ତଦନ୍ତ କରି ବିସ୍ତୃତ ରିପୋର୍ଟ୍ ଦେଇଥିଲେ ହେଁ ବିଧାନସଭାରେ ତାହା ଆଗତ ହୋଇ ନାହିଁ କିମ୍ବା ସେ ସମ୍ପର୍କରେ ସରକାର କୌଣସି ଉତ୍ତର ଦେଇ ନାହାନ୍ତି । ପଢନ୍ତୁ ନେତାଜୀ ଅଭିନନ୍ଦନଂକ ପ୍ରବନ୍ଧ "ଶାସନ ଓଡ଼ିଶୀ - ଗଣତନ୍ତ୍ର ନା ଦଲାତନ୍ତର୍ ? " http://www.ameodia.com/?p=3652

Posted via email from Oriya Magazine

Thursday, August 2, 2012

Editorial Article of ameodia.com all about the parliament of India.

ଭାରତୀୟ ସଂସଦରେ ଅଧିକ ବର୍ଷ ଧରି ବସିରହିବାର ସୁଯୋଗ କଂଗ୍ରେସ୍ ଦଳ କୁ ମିଳିଛି । ଭାରତରେ ଏ ଅବସ୍ଥା ଲାଗି ମୁଖ୍ୟତଃ କଂଗ୍ରେସ୍ ହିଁ ଦାୟୀ ଅଟେ । ବିଦେଶୀ କଂପାନୀକୁ ଭାରତରେ ବ୍ୟବସାୟ କରିବାର ମୂଳଦୁଆ ଭରଷ୍ଟଚାରର ମୂଳଦୁଆ ପକାଇଛି ଓ ସାଧାରଣ ଜନତାଂକୁ ତଳିତଳାଂତ କରିବାର ପରମ୍ପରା ସର୍ବ ପ୍ରଥମେ କଂଗ୍ରେସ ଆରମ୍ଭ କରିଛି । କିପରି କରିଛି ଜାଣିବା ଲାଗି ପଢନ୍ତୁ ସମ୍ପାଦକୀୟ ଲେଖା "ସଂସଦ ସବୁରି ଉପରେ ।" http://www.ameodia.com/?p=3667

Posted via email from Oriya Magazine